କଙ୍ଗନାଙ୍କୁ ଚାପୁଡ଼ା ମାରିଲେ ସିଆଇଏସଏଫ କର୍ମୀ

ଚଣ୍ଡିଗଡ଼: ବଲିଉଡ ଅଭିନେତ୍ରୀ ତଥା ମଣ୍ଡିର ବିଜେପି ସାଂସଦ କଙ୍ଗନା ରାଣାୱତ ଖାଇଲେ ଚାପୁଡ଼ା। ଚଣ୍ଡିଗଡ଼ ବିମାନ ବନ୍ଦରରେ ଗୁରୁବାର ଅପରାହ୍ନରେ ଜଣେ ମହିଳା ସିଆଇଏସଏଫ ସୁରକ୍ଷା କର୍ମୀ କଙ୍ଗନାଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ଚାପୁଡ଼ା ମାରିଥିବା ଗାର୍ଡଙ୍କ ନାଁ କୁଲବିନ୍ଦର କୌର ବୋଲି ଜଣାପଡ଼ିଛି। ଏନେଇ କଙ୍ଗନା ସୁରକ୍ଷା କର୍ମୀଙ୍କ ବିରୋଧରେ ଅଭିଯୋଗ ଆଣି କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। କୁହାଯାଉଛି ଯେ, କୃଷକଙ୍କ ସମ୍ପର୍କରେ କଙ୍ଗନାଙ୍କ ବୟାନକୁ ନେଇ କୁଲବିନ୍ଦର କୌର ତାଙ୍କ … Continue reading କଙ୍ଗନାଙ୍କୁ ଚାପୁଡ଼ା ମାରିଲେ ସିଆଇଏସଏଫ କର୍ମୀ