ଅଡୁଆରେ ନିର୍ବାଚନ କମିଶନ, ଲିଖିତ ସ୍ପଷ୍ଟୀକରଣ ଦେବାକୁ ନିର୍ଦ୍ଦେଶ

ଡେସ୍କ: ନିର୍ବାଚନ ସମୟରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ଏବଂ ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପିଏଟି)ର ବିଶ୍ୱସନୀୟତା ସମ୍ପର୍କରେ ସୂଚନା ଅଧିକାର (ଆରଟିଆଇ) ପ୍ରଶ୍ନର ଉତ୍ତର ନିର୍ବାଚନ ଆୟୋଗ ଦେଇନଥିବାରୁ କେନ୍ଦ୍ରୀୟ ସୂଚନା ଆୟୋଗ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସିଆଇସି ଏହାକୁ ଆଇନର ଘୋର ଉଲ୍ଲଂଘନ ବୋଲି କହିବା ସହ ନିର୍ବାଚନ କମିଶନଙ୍କୁ ଲିଖିତ ସ୍ପଷ୍ଟୀକରଣ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅସଲି ନୁହେଁ, ସାର୍କ ଟ୍ୟାଙ୍କରେ ଦିଆଯାଉଥିବା ଚେକ୍ ‘ନକଲି’ – … Continue reading ଅଡୁଆରେ ନିର୍ବାଚନ କମିଶନ, ଲିଖିତ ସ୍ପଷ୍ଟୀକରଣ ଦେବାକୁ ନିର୍ଦ୍ଦେଶ