ତିକ୍ତତା ମଧ୍ୟରେ ତାଇୱାନ ସୀମା ଅତିକ୍ରମ କଲା ଚୀନ ବେଲୁନ; ପ୍ରବେଶ କଲା ସାମରିକ ବିମାନ

ତାଇପେ: ଚୀନ ତା’ର କାର୍ଯ୍ୟକଳାପରୁ ନିବୃତ ହେଉନାହିଁ। ଏବେ ପୁଣି ଥରେ ଚୀନ୍‌ ବେଲୁନ ତାଇୱାନ ସୀମା ଅତିକ୍ରମ କରିଛି। ତାଇୱାନ ପ୍ରତିରକ୍ଷା ମନ୍ତ୍ରଣାଳୟ ବୁଧବାର କହିଛି ଯେ, ତାଇୱାନ ସୀମାରେ ଏକ ଚୀନ୍‌ ସାମରିକ ତଦାରଖ ବେଲୁନ ଏବଂ ବହୁ ସଂଖ୍ୟକ ସାମରିକ ବିମାନ ସହ ଜାହାଜ ଦେଖିବାକୁ ମିଳିଛି। ତାଇୱାନ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ସକାଳ ୬ଟା ସମୟରେ ତାଇୱାନ ସୀମାରେ ଆଠଟି ଚାଇନିଜ୍‌ ପିପୁଲ୍ସ ଲିବରେସନ୍‌ ଆର୍ମି ବିମାନ ଏବଂ ତିନିଟି … Continue reading ତିକ୍ତତା ମଧ୍ୟରେ ତାଇୱାନ ସୀମା ଅତିକ୍ରମ କଲା ଚୀନ ବେଲୁନ; ପ୍ରବେଶ କଲା ସାମରିକ ବିମାନ