ଚୀନ ଭୂକମ୍ପ ମୃତ୍ୟୁ ସଂଖ୍ୟା ୧୩୧କୁ ବୃଦ୍ଧି, ଉଦ୍ଧାର କାର୍ଯ୍ୟ ଜାରି

ଡେସ୍କ: ଚାଇନାର ଉତ୍ତର-ପଶ୍ଚିମ ଅଂଚଳର ଗଣସୁ ଏବଂ ଇଙ୍ଗାଇରେ ୬.୨ ସାନ୍ଦ୍ରତା ବିଶିଷ୍ଟ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୧୩୧କୁ ବୃଦ୍ଧି ପାଇଛି। ସବୁଠାରୁ ଭୟଙ୍କର କୁହାଯାଉଥିବା ଏହି ଭୂକମ୍ପରେ ରାସ୍ତା, ବାସଗୃହ ଧ୍ୱଂସସ୍ତୁପରେ ପରିଣତ ହେବା ସହ ବିଦ୍ୟୁତ ସଂଯୋଗ ଓ ସାଧାରଣ ଯୋଗାଯୋଗ ବ୍ୟବସ୍ଥା ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି। https://samajalive.in/chinese-balloon-detected-crossing-taiwan-strait-median-line/520236.html ସେଠାକାର ପ୍ରସାରଣକାରୀ ସିସିଟିଭି ଅନୁଯାୟୀ, ଗଣସୁ ଅଂଚଳରେ ୭୭୨ ଜଣ ଓ ଇଙ୍ଗାଇରେ୧୯୮ ଜଣ ଆହତ ହୋଇଛନ୍ତି। ଏହି ଭୂକମ୍ପରେ ୧୬ ଜଣ ନିଖୋଜ … Continue reading ଚୀନ ଭୂକମ୍ପ ମୃତ୍ୟୁ ସଂଖ୍ୟା ୧୩୧କୁ ବୃଦ୍ଧି, ଉଦ୍ଧାର କାର୍ଯ୍ୟ ଜାରି