ଡାକ୍ତରଖାନା ପରିସରରୁ ଶିଶୁ ଅପହରଣ ଅଭିଯୋଗ; ୨ ଅଭିଯୁକ୍ତ ଗିରଫ ,ଶିଶୁ ଉଦ୍ଧାର
ଗୁରୁଡିଝାଟିଆ: କଟକ ଜିଲ୍ଲା ଆଠଗଡ ବ୍ଲକ ଖୁଣ୍ଟୁଣୀ ପ୍ରାଥମିକ ଚିକିତ୍ସାଳୟ ପରିସରରୁ ୪ମାସର ଶିଶୁପୁତ୍ରକୁ ଅପହରଣ କରିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ଖୁଣ୍ଟୁଣୀ ଥାନା ପୁଲିସ । ଅଭିଯୁକ୍ତମାନେ ହେଲେ ଢେଙ୍କାନାଳ ଜିଲ୍ଲା ନିହାଲପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ଗ୍ରାମର ମାନସୀ ପ୍ରଧାନ ଓ ମିଥୁନ ନାୟକ। ପ୍ରକାଶଯୋଗ୍ୟ ବୁଧବାର ପୂର୍ବାହ୍ନରେ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଭୋଗରା ଗ୍ରାମର ସୁକାନ୍ତ ଦେଉରୀଙ୍କ ପତ୍ନୀ ମିନତୀ ଖୁଣ୍ଟୁଣୀ ପ୍ରାଥମିକ ଚିକିତ୍ସାଳୟକୁ ୪ମାସର ଶିଶୁପୁତ୍ରକୁ ନେଇ ଚିକିତ୍ସା … Continue reading ଡାକ୍ତରଖାନା ପରିସରରୁ ଶିଶୁ ଅପହରଣ ଅଭିଯୋଗ; ୨ ଅଭିଯୁକ୍ତ ଗିରଫ ,ଶିଶୁ ଉଦ୍ଧାର
Copy and paste this URL into your WordPress site to embed
Copy and paste this code into your site to embed