କୁକୁଡାଙ୍କୁ ଚାଷୀ ଦେଲେ ଦେଶୀ ମଦ, ଆଉ ତା’ପରେ..

ନୂଆଦିଲ୍ଲୀ : ମଦ କୁକୁଡାଙ୍କ ଜୀବନ ରକ୍ଷା କରି ପାରେ ବୋଲି ଆପଣ କେବେ ଚିନ୍ତା କରି ପାରିବେ କି? କଥାଟା କାନକୁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗି ପାରେ। ଏଭଳି ଏକ ଘଟଣା ମହାରାଷ୍ଟ୍ରରେ ଘଟିଥିବା ସାମ୍ନାକୁ ଆସିଛି । ଘଟଣା କ୍ରମେ, ମହାରାଷ୍ଟ୍ରର ସୋଲାପୁର ଜିଲାରେ ମୋହଲ ଅନ୍ତର୍ଗତ ବାଲୁଜ ଗାଁରୁ ଏହି ମାମଲା ସାମ୍ନାକୁ ଆସିଛି । ରାଜେନ୍ଦ୍ର ନାମରେ ଜଣେ କୃଷକ ପାଳକ କରିଥିବା କୁକୁଡାଙ୍କୁ କିଛି ଗମ୍ଭୀର ରୋଗ ହୋଇଥିଲା । … Continue reading କୁକୁଡାଙ୍କୁ ଚାଷୀ ଦେଲେ ଦେଶୀ ମଦ, ଆଉ ତା’ପରେ..