ଦାମ୍‌ ଏତିକି .. ଜବରଦସ୍ତ ମାଇଲେଜ୍‌ ;ଛୋଟ ପରିବାର ପାଇଁ ସର୍ବୋତ୍ତମ ସିଏନ୍‌ଜି କାର୍‌..

ନୂଆଦିଲ୍ଲୀ : ପେଟ୍ରୋଲ-ଡିଜେଲର ବିକଳ୍ପରେ ଇଲେକ୍ଟ୍ରିକ୍‌ ଓ ସିଏନଜି ଚାଳିତ ଯାନକୁ ଲୋକେ ଅଧିକ ପସନ୍ଦ କରୁଥିବା ଦେଖାଯାଉଛି। ତେବେ ଇଲେକ୍ଟ୍ରିକ୍‌ ଯାନ ଏବେ ମଧ୍ୟ ମହଙ୍ଗା ଥିବା ଦେଖାଯାଉଥିବା ବେଳେ କମ୍ପାନୀ ସିଏନଜି ଗାଡି ଉପରେ ଅଧିକ ଗୁରୁତ୍ୱ ଦେଉଥିବା ଦେଖାଯାଉଛି। ସିଏନଜି କାର୍‌ର ଚାହିଦା ମଧ୍ୟ ବୃଦ୍ଧି ପାଉଛି। ଏବେ ବଜାରରେ ଅନେକ ଏସୟୁଭି ମଧ୍ୟ ରହିଛି, ଯାହା କମ୍ପାନୀ ପକ୍ଷରୁ ସିଏନଜି ସହ ଆସୁଛି। ଜାଣନ୍ତୁ ସେଭଳି କିଛି ସିଏନଜି ସହ ଆସୁଥିବା … Continue reading ଦାମ୍‌ ଏତିକି .. ଜବରଦସ୍ତ ମାଇଲେଜ୍‌ ;ଛୋଟ ପରିବାର ପାଇଁ ସର୍ବୋତ୍ତମ ସିଏନ୍‌ଜି କାର୍‌..