ଜିତିବା ପରେ ଚନ୍ଦ୍ରବାବୁ ନାଇଡୁଙ୍କ କମ୍ପାନୀର ସେୟାର ବଢିଲା, ପଇସା ଡବଲ…

ନୂଆଦିଲ୍ଲୀ : ତେଲୁଗୁ ଦେଶମ ପାର୍ଟି(ଟିଡିପି) ସହ ଜଡିତ ଏକ କମ୍ପାନୀର ସେୟାର ଦାମ୍ ଲୋକସଭାରେ ଏନଡିଏକୁ ବହୁମତ ମିଳିବା ପରେ ବଢିବାରେ ଲାଗିଛି । ଟିଡିପିର ଅଧ୍ୟକ୍ଷ ଚନ୍ଦ୍ରବାବୁ ନାଇଡୁଙ୍କ ଏହି କମ୍ପାନୀ ମାସକରେ କମାଲ କରି ଦେଖାଇଛି । ଗତ କିଛି ଦିନରେ ସେୟାରରେ ବୃଦ୍ଧି ଦେଖିବାକୁ ମିଳିଛି । ୩ ଦିନରେ ଏହି ଷ୍ଟକ୍ ନିବେଶକଙ୍କୁ ୪୩ ପ୍ରତିଶତ ରିଟର୍ଣ୍ଣ ଦେଇଛି । ଗତ ୧୦ ଦିନରେ ଏହାର ସେୟାର ୫୫ ପ୍ରତିଶତରୁ … Continue reading ଜିତିବା ପରେ ଚନ୍ଦ୍ରବାବୁ ନାଇଡୁଙ୍କ କମ୍ପାନୀର ସେୟାର ବଢିଲା, ପଇସା ଡବଲ…