ଚାଣକ୍ୟ ନୀତି : ଏହି ୩ଟି ଉପାୟରେ ଶୀଘ୍ର ହେବେ ଧନୀ..

ସଭିଏଁ  ଇଚ୍ଛା କରନ୍ତି ସେମାନେ ଅଧିକ ଧନ ସଂଚୟ କରନ୍ତୁ। ଧନୀ ହୁଅନ୍ତୁ। ଟଙ୍କାର ଅଭାବ ନରହୁ। ତେବେ ଏଭଳି ଇଚ୍ଛା ଆପଣଙ୍କର ଥିଲେ କିଛି ଏଭଳି ଉପାୟ ରହିଛି,ଯାହାକୁ ଆପଣାଇବା ଦ୍ୱାରା ଶୀଘ୍ର ଧନୀ ହୋଇପାରିବେ। ନିୟମିତ ସେହି ୩ଟି କାର୍ଯ୍ୟ କରିବା ଦ୍ୱାରା ଧନସମ୍ପତି ବୃଦ୍ଧି ପାଇଥାଏ। ଆଚାର୍ଯ୍ୟ ଚାଣକ୍ୟ ଏଭଳି ୩ଟି କାର୍ଯ୍ୟ ବିଷୟରେ ବର୍ଣ୍ଣନା କରିଛନ୍ତି, ଯାହା ମନୁଷ୍ୟକୁ ଶୀଘ୍ର ଧନୀ କରିଥାଏ। ଯେଉଁମାନେ ଏହି ୩ଟି କାର୍ଯ୍ୟକୁ କରନ୍ତି ସେମାନେ … Continue reading ଚାଣକ୍ୟ ନୀତି : ଏହି ୩ଟି ଉପାୟରେ ଶୀଘ୍ର ହେବେ ଧନୀ..