କଲ୍ୟାଣସିଂହପୁରରେ ଚୈତରାଇ ଘଣ୍ଟପର୍ବ ଆରମ୍ଭ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାଠାରେ ଚୈତରାଇ ଘଟ ପର୍ବ ଆରମ୍ଭ ହୋଇଛି । ଏହି ଅବସରରେ ସ୍ଥାନୀୟ ଗ୍ରାମଦେବୀ ମନ୍ଦିରରେ ସୋମବାର ରାତ୍ରୀ ୯ଘଣ୍ଟା ସମୟରେ ମାଙ୍କ ପୀଠରେ  ପୂଜାର୍ଚ୍ଚନା କରାଯାଇଛି।  ମା’ଙ୍କ ପାଦ ବେହେରା ସାହିରେ ଥିବା ପାଟଖଣ୍ଡା ମନ୍ଦିରକୁ ଅଣାଯାଇଥାଏ । ମା’ଙ୍କ ପାଦ ଆଣିବାବେଳେ ବାଦ୍ୟ, ଶଙ୍ଖ, ହୁଳହୁଳି, ବାଣ ଫୁଟାଇ ମା’ଙ୍କ ପାଖରେ ମାନସିକ କରିଥିବା ଲୋକମାନେ ରାସ୍ତାରେ ଲୁଗା ବିଛାଇ ପାଛୋଟି ଆଣିଥାନ୍ତି । … Continue reading କଲ୍ୟାଣସିଂହପୁରରେ ଚୈତରାଇ ଘଣ୍ଟପର୍ବ ଆରମ୍ଭ