ମୋବାଇଲ୍‌ ବ୍ୟବହାରକାରୀଙ୍କ ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି; ବନ୍ଦ ହେବ କଲ୍‌ ଫରୱାର୍ଡିଂ ସେବା

ନୂଆଦିଲ୍ଲୀ: ଦେଶରେ ଅନ୍‌ଲାଇନ୍‌ ଠକେଇ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। କିନ୍ତୁ ଏବେ ସରକାର ଦ୍ରୁତ ଗତିରେ ବଢୁଥିବା ଅନଲାଇନ୍ ଠକେଇର ମୁକାବିଲା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟେଲିକମ୍ ବିଭାଗ ଏୟାରଟେଲ ଏବଂ ଜିଓ ସମେତ ସମସ୍ତ ଟେଲିକମ୍ କମ୍ପାନୀକୁ USSD କୋଡ୍ ବ୍ୟବହାର କରି କଲ୍ ଫରୱାର୍ଡିଂ ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ଏହି ନିର୍ଦ୍ଦେଶ ଅନୁଯାୟୀ ଏପ୍ରିଲ୍ ୧୫, ୨୦୨୪ ପରେ ଆପଣଙ୍କ ସ୍ମାର୍ଟଫୋନରେ କଲ୍ ଫରୱାର୍ଡିଂ ସେବା … Continue reading ମୋବାଇଲ୍‌ ବ୍ୟବହାରକାରୀଙ୍କ ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି; ବନ୍ଦ ହେବ କଲ୍‌ ଫରୱାର୍ଡିଂ ସେବା