ଆଇଫୋନ୍ ପ୍ଲାଣ୍ଟରେ ବିବାହିତ ମହିଳାଙ୍କୁ ନିଯୁକ୍ତି ମନା, ରିପୋର୍ଟ ମାଗିଲେ କେନ୍ଦ୍ର ସରକାର

ଡେସ୍କ: ଫକ୍ସକନ୍ ଇଣ୍ଡିଆ ଆପଲ୍ ଆଇଫୋନ୍ କାରଖାନାରେ ବିବାହିତ ମହିଳାଙ୍କୁ କାମ କରିବାକୁ ଦିଆଯାଉନାହିଁ ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଗୁରୁତ୍ୱ ଦେଇଛି। ଏହି ରିପୋର୍ଟକୁ ଦୃଷ୍ଟିରେ ରଖି ମନ୍ତ୍ରଣାଳୟ ତାମିଲନାଡୁ ସରକାରଙ୍କ ଶ୍ରମ ବିଭାଗଠାରୁ ଏକ ବିସ୍ତୃତ ରିପୋର୍ଟ ମାଗିଛି। ଡୋଡାରେ ଗୁଳି ବିନିମୟ: ୩ ଆତଙ୍କୀ ସଫା, ଜଣେ ଯବାନ ଆହତ ସମାନ ପାରିଶ୍ରମିକ ଆଇନ, ୧୯୭୬ର ଧାରା ୫ରେ ପୁରୁଷ ଓ ମହିଳାଙ୍କୁ ନିଯୁକ୍ତି ଦେବା … Continue reading ଆଇଫୋନ୍ ପ୍ଲାଣ୍ଟରେ ବିବାହିତ ମହିଳାଙ୍କୁ ନିଯୁକ୍ତି ମନା, ରିପୋର୍ଟ ମାଗିଲେ କେନ୍ଦ୍ର ସରକାର