ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଭିଯୋଗ; କେଜ୍ରିୱାଲଙ୍କୁ ବିନା ଚିକିତ୍ସାରେ ହତ୍ୟା କରିବାକୁ କେନ୍ଦ୍ର କରୁଛି ଷଡ଼ଯନ୍ତ୍ର

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତିହାର ଜେଲ୍‌ରେ ଚିକିତ୍ସା ସେବା ନ ଯୋଗାଇ ହତ୍ୟା କରିବାକୁ କେନ୍ଦ୍ର ସରକାର ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଆମ୍‌ ଆଦ୍‌ମୀ ପାର୍ଟି ନେତା ତଥା ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ବାଜ ଅଭିଯୋଗ କରିଛନ୍ତି। କେଜ୍ରିୱାଲ ନିଜର ଚିକିତ୍ସା ପାଇଁ ମଧୁମେହ ରୋଗ ବିଶେଷଜ୍ଞଙ୍କ ନିକଟକୁ ନେବାକୁ ବାରମ୍ବାର ଅନୁରୋଧ କରୁଥିବାବେଳେ ତାଙ୍କୁ ଏପର୍ଯ୍ୟନ୍ତ ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଇ ନ ଥିବା ସୌରଭ କହିଛନ୍ତି। ସୌରଭ ଏକ୍ସ(ପୂର୍ବରୁ ଟ୍ବିଟର୍‌)ରେ ଏକ … Continue reading ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଭିଯୋଗ; କେଜ୍ରିୱାଲଙ୍କୁ ବିନା ଚିକିତ୍ସାରେ ହତ୍ୟା କରିବାକୁ କେନ୍ଦ୍ର କରୁଛି ଷଡ଼ଯନ୍ତ୍ର