ମିଳିତ ଏସଆଇଟି କରିବ ପଶ୍ଚିମବଙ୍ଗରେ ଇଡି ଉପରେ ଆକ୍ରମଣ ଘଟଣାର ଯାଞ୍ଚ

ଡେସ୍କ: ଆଜି କଲିକତା ହାଇକୋର୍ଟ ଜାନୁୟାରୀ ୫ ତାରିଖ ଦିନ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାର ସାଣ୍ଡେଶଖାଲିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣର ଯାଞ୍ଚ ପାଇଁ ସିବିଆଇ-ପଶ୍ଚିମବଙ୍ଗ ପୁଲିସର ମିଳିତ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଗଠନ କରିଛି। ଆକ୍ରମଣ ପରେ ଇରାନ ରାଷ୍ଟ୍ରଦୂତଙ୍କୁ ବହିଷ୍କାର କଲା ପାକିସ୍ତାନ ଆଜି ହାଇକୋର୍ଟର ବିଚାରପତି ଜଷ୍ଟିସ ଆନନ୍ଦ ସେନଗୁପ୍ତା ଏସଆଇଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ କଲିକତା ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ … Continue reading ମିଳିତ ଏସଆଇଟି କରିବ ପଶ୍ଚିମବଙ୍ଗରେ ଇଡି ଉପରେ ଆକ୍ରମଣ ଘଟଣାର ଯାଞ୍ଚ