ନିର୍ବାଚନ ପ୍ରଚାର କରି ଫସିଲେ ଅଲ୍ଲୁ ଅର୍ଜୁନ, ଅପରାଧିକ ମାମଲା ରୁଜୁ କଲା ପୁଲିସ

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ପ୍ରଶଂସକମାନେ ତାଙ୍କ ଝଲକ ଟିକିଏ ପାଇବାକୁ ସର୍ବଦା ବ୍ୟଗ୍ର ଥାଆନ୍ତି। ସେ ଜୁଆଡେ ଯାଆନ୍ତି, ତାଙ୍କ ପଛେପଛେ ପ୍ରଶଂସକମାନେ ସେଠାରେ ପହଞ୍ଚି ଯାଆନ୍ତି। ଠିକ୍‌ ଏମିତି ହିଁ କିଛି ଘଟିଛି, ଯେତେବେଳେ ସେ ତାଙ୍କ ଘନିଷ୍ଠ ବନ୍ଧୁ ତଥା ଓ୍ବାଇଏସଆରସିପି ବିଧାୟକ ରବି ଚନ୍ଦ୍ର କିଶୋର ରେଡ୍ଡୀଙ୍କ ପାଇଁ ପ୍ରଚାର କରିବାକୁ ନନ୍ଦୟାଲରେ ପହଞ୍ଚିଥିଲେ। ତାଙ୍କର ଗୋଟିଏ ଝଲକ୍ ପାଇବା ପାଇଁ ପ୍ରଶଂସକଙ୍କ ପ୍ରବଳ ଭିଡ଼ … Continue reading ନିର୍ବାଚନ ପ୍ରଚାର କରି ଫସିଲେ ଅଲ୍ଲୁ ଅର୍ଜୁନ, ଅପରାଧିକ ମାମଲା ରୁଜୁ କଲା ପୁଲିସ