ବିଦେଶରେ ବଢିଲା ଭାରତୀୟ କାର୍ ଓ ବାଇକର ଚାହିଦା

ନୂଆଦିଲ୍ଲୀ : ଭାରତରେ ହେଉଥିବା ଅଟୋମୋବାଇଲ ରପ୍ତାନୀରେ ଚଳିତ ଆର୍ଥିକ ବର୍ଷରେ ପ୍ରଥମ ତ୍ରୈମାସିକରେ ବାର୍ଷିକ ଆଧାରରେ ୧୫.୫% ବୃଦ୍ଧି ହୋଇଛି । ଏସଆଇଏଏମର ସୂଚନା ଅନୁସାରେ ସମସ୍ତ ଭେରିଏଣ୍ଟର ଗାଡିର ରପ୍ତାନୀ ବଢିଛି । ଗତ ତ୍ରୈମାସିକରେ ସମୁଦାୟ ଗାଡି ସପ୍ଲାଇ ୧୧,୯୨,୫୭୭ ୟୁନିଟ୍ ଥିଲା ଯଦିଓ ଗତ ଆର୍ଥିକ ବର୍ଷର ସମାନ ଅବଧିରେ ଏହା ୧୦,୩୨,୪୪୯ ୟୁନିଟ୍ ଥିଲା । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତରୁ ବିଦେଶୀ ବଜାରରେ ଯାତ୍ରୀବାହୀ ଗାଡିର … Continue reading ବିଦେଶରେ ବଢିଲା ଭାରତୀୟ କାର୍ ଓ ବାଇକର ଚାହିଦା