ଭାରତରେ କମ୍‌‌ ବୟସ୍କ କାହିଁକି ହେଉଛନ୍ତି କର୍କଟ ରୋଗର ଶିକାର

ନୂଆଦିଲ୍ଲୀ: କର୍କଟ ରୋଗରେ ଭାରତ ଅନେକ ଦେଶକୁ ପଛରେ ପକାଇ ସାରିଲାଣି। ଆହୁରି ଚିନ୍ତାଜନକ ବିଷୟ ହେଉଛି ୫୦ବର୍ଷ ପରେ ଯେଉଁ ସବୁ ରୋଗ ହୋଇଥାଏ ଭାରତୀୟଙ୍‌‌ଙ୍କ ମଧ୍‌‌ଧ୍ୟରେ ତାହା ମାତ୍ର ୩୦-୩୫ ବର୍ଷ ବୟସ୍କଙ୍କଠାରେ ଦେଖାଯାଉଛି। ଏକ ରିପୋର୍ଟ ଅନୁସାରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟରେ କୁହାଯାଇଛି ଯେ ବିଶ୍ୱର ଅନ୍ୟ ଦେଶରେ କର୍କଟ ରୋଗ ଯେଉଁଠାରେ ଅଧିକ ବୟସ୍କଙ୍କୁ ହେଉଥିବା ବେଳେ ଭାରତରେ ବହୁତ କମ ବୟସରୁ ଲୋକମାନେ … Continue reading ଭାରତରେ କମ୍‌‌ ବୟସ୍କ କାହିଁକି ହେଉଛନ୍ତି କର୍କଟ ରୋଗର ଶିକାର