ଆଉ ବଜାରରେ ଦେଖିବାକୁ ମିଳିବନି କାଡ୍ବୁରୀ’ର ଏହି ଚକୋଲେଟ୍, ଉତ୍ପାଦନ ବନ୍ଦ କଲା କମ୍ପାନୀ
ନୂଆଦିଲ୍ଲୀ: ଚକୋଲେଟ୍ ବ୍ରାଣ୍ଡଗୁଡ଼ିକ ମଧ୍ୟରେ କାଡ୍ବୁରୀ ଏକ ପ୍ରମୁଖ ସ୍ଥାନ ଅଧିକାର କରିଛି। ଜନ୍ମଦିନ ହେଉ କି ଦିପାବଳୀ ଦଶହରା ବା ଭାଲେଣ୍ଟାଇନ୍ସ ଡେ ସବୁ ସମୟରେ କାଡ୍ବୁରୀ ଡେରିମିଲ୍ଲ ଚକୋଲେଟ୍କୁ ଯୁବପିଢ଼ି ବେଶ୍ ପସନ୍ଦ କରିଥାନ୍ତି। କିନ୍ତୁ କାଡ୍ବୁରୀ ଏହାର ଏକ ଲୋକପ୍ରିୟ ଚଲୋକେଟ୍ ଉତ୍ପାଦନକୁ ସବୁଦିନ ପାଇଁ ବନ୍ଦ କରିବାକୁ ଯାଉଛି, ଯାହାର ନାଁ ହେଉଛି ଡେରିମିଲ୍କ ଅରେଞ୍ଜ ବାର୍। ୨୦୨୧ରେ କାଡ୍ବୁରୀ ଡେରିମିଲ୍କ ଅରେଞ୍ଜ ବାର୍ ଚକୋଲେଟ୍ ବଜାରକୁ ଛାଡ଼ିଥିଲା। ବାସ୍ତବ କମଳା … Continue reading ଆଉ ବଜାରରେ ଦେଖିବାକୁ ମିଳିବନି କାଡ୍ବୁରୀ’ର ଏହି ଚକୋଲେଟ୍, ଉତ୍ପାଦନ ବନ୍ଦ କଲା କମ୍ପାନୀ
Copy and paste this URL into your WordPress site to embed
Copy and paste this code into your site to embed