କ୍ୟାବିନେଟ ନିଷ୍ପତ୍ତି – ପିଏମ ସୂର୍ଯ୍ୟ ଘର ଯୋଜନା ପାଇଁ ୭୫ ହଜାର ୨୧ କୋଟି ଟଙ୍କା ମଂଜୁର

  ଡେସ୍କ: ଏକ କୋଟି ଘରେ ଛାତ ଉପରେ ସୌର ସ୍ଥାପନ ପାଇଁ ପିଏମ-ସୂର୍ଯ୍ୟ ଘର ମୁକ୍ତ ବିଦ୍ୟୁତ ଯୋଜନାକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ଏଥିପାଇଁ ୭୫ ହଜାର ୨୧ କୋଟି ଟଙ୍କା ଖର୍ଚ୍ଚ ହେବ। ଫେବ୍ରୁଆରି ୧୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ଏକ୍ସରେ ମିଳିବ ଅନେକ ସୁବିଧା, ୟୁଟ୍ୟୁବକୁ ମିଳିପାରେ କଡା ଟକ୍କର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ନୂଆଦିଲ୍ଲୀରେ କହିଛନ୍ତି ଯେ ଏହି … Continue reading କ୍ୟାବିନେଟ ନିଷ୍ପତ୍ତି – ପିଏମ ସୂର୍ଯ୍ୟ ଘର ଯୋଜନା ପାଇଁ ୭୫ ହଜାର ୨୧ କୋଟି ଟଙ୍କା ମଂଜୁର