ମଇଁଷି ଦାମ୍‌ ୧୪ ଲକ୍ଷ

ନୂଆଦିଲ୍ଲୀ : ଅନେକ ସମୟରେ ଏଭଳି ଖବର ସାମ୍ନାକୁ ଆସେ ଯାହାକୁ ସହଜରେ ବିଶ୍ୱାସ କରି ହୁଏ ନାହିଁ। ନିକଟରେ ବିକ୍ରି ହୋଇଥିବା ଏକ ମଇଁଷି ଦାମ୍‌ ସଭିଁଙ୍କ ହୋସ୍‌ ଉଡାଇ ଦେଇଛି । ମଇଁଷି ଶହ କି ହଜାରେ ନୁହେଁ ବରଂ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି। ଏହି ଘଟଣା ଗୁଜରାଟର ସାନେ୍ଧ୍ରା ଗାଁରେ ବନ୍ନି ପ୍ରଜାତିର ମଇଁଷି ପ୍ରାୟ ୧୪.୧ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି। କୁହାଯାଇଛି ଗୁଜରାଟରେ ପ୍ରଥମ ଥର ଏତେ … Continue reading ମଇଁଷି ଦାମ୍‌ ୧୪ ଲକ୍ଷ