4G ନେଟଓ୍ବର୍କକୁ ଚଳାଇବା ପାଇଁ ନୋକିଆ ଏବଂ ଚୀନଠୁ ସାହାଯ୍ୟ ନେଉଛି ବିଏସଏନଏଲ୍

ନୂଆଦିଲ୍ଲୀ : ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ ନୋକିଆ ଏବଂ ଚୀନର କମ୍ପାନୀ ଜେଡଟିଇଠୁ ପରାମର୍ଶ ନେଉଛି । ସୂଚନା ଅନୁସାରେ ବିଏସଏନଏଲ୍ ନିଜ ନୂଆ ସ୍ବଦେଶୀ ରୂପେ ବିକଶିତ ୪ଜି ନେଟଓ୍ବର୍କକୁ ନିଜ ବର୍ତ୍ତମାନର ୨ଜି ଏବଂ ଥ୍ରୀଜି ନେଟଓ୍ବର୍କ ସହିତ ଯୋଡିବାରେ ସାହାଯ୍ୟ ପାଇଁ ନୋକିଆ ଏବଂ ଜେଡଟିଇ ଭଳି କମ୍ପାନୀଠୁ ପରାମର୍ଶ ନେଉଛି । ବିଏସଏନଏଲ୍ ନିଜ ଆଉଟଡୋର ୪ଜି ସେବାକୁ ଉତ୍ତମ କରିବା ପାଇଁ ଏମିତି ପଦକ୍ଷେପ ଉଠାଇଛି । ଭାରତ … Continue reading 4G ନେଟଓ୍ବର୍କକୁ ଚଳାଇବା ପାଇଁ ନୋକିଆ ଏବଂ ଚୀନଠୁ ସାହାଯ୍ୟ ନେଉଛି ବିଏସଏନଏଲ୍