ମାତ୍ର ୫ଟଙ୍କାରେ.. ବିଏସଏନଏଲ ଆଣିଲା ଜବରଦସ୍ତ ପ୍ଲାନ୍‌, ମିଳିବ ଅସୀମିତ କଲିଙ୍ଗ୍‌,ଡାଟା..

ନୂଆଦିଲ୍ଲୀ : ବିଏସଏନଏଲ ନିକଟରେ ଏକ ନୂଆ ପ୍ରିପେଡ୍‌ ପ୍ଲାନ୍‌ ବଜାରକୁ ଆଣିଛି। ଏଥିରେ ୩୪୫ ଟଙ୍କା ପ୍ଲାନ୍‌ ରହିଛି । ବ୍ୟବହାରକାରୀଙ୍କୁ ଏହା ୬୦ ଦିନ ସମୟସୀମା ପର୍ଯ୍ୟନ୍ତ ମିଳିବ। ବିଏସଏନଏଲ ୩୪୫ ପ୍ରିପେଡ୍‌ ପ୍ଲାନ୍‌ରେ ୧ ଜିିବି ଡାଟା ସହ ଆସୁଛି । ଏଥିରେ ଅସୀମିତ ଭଏସ୍‌ କଲିଙ୍ଗ୍‌, ଦୈନିକ ୧୦୦ ଏସଏମଏସ ମିଳିଥାଏ । ୬୦ ଦିନ ସମୟ ସୀମା ପର୍ଯ୍ୟନ୍ତ ଏହି ପ୍ଲାନ୍‌ ମିଳିଥାଏ । ଡାଟା ଶେଷ ହେବା ପରେ … Continue reading ମାତ୍ର ୫ଟଙ୍କାରେ.. ବିଏସଏନଏଲ ଆଣିଲା ଜବରଦସ୍ତ ପ୍ଲାନ୍‌, ମିଳିବ ଅସୀମିତ କଲିଙ୍ଗ୍‌,ଡାଟା..