ଏହି ପ୍ଲାନରେ ବାଜି ମାରିଲା ବିଏସଏନଏଲ

ନୂଆଦିଲ୍ଲୀ : ଜିଓ,ଏୟାରଟେଲ୍‌ ଆଦି ନିକଟରେ ନିଜର ରିଚାର୍ଜ ପ୍ଲାନ୍‌ ମହଙ୍ଗା କରିଛନ୍ତି । ଏହି ସମୟରେ ବିଏସଏନଏଲର ଚାହିଦା ବୃଦ୍ଧି ପାଉଥିବା ଦେଖାଯାଉଛି । ତେବେ କୌଣସି ନୂଆ ପ୍ଲାନ୍‌ ଖୋଜୁଥିଲେ, ଏକ ଶସ୍ତା ପ୍ଲାନ୍‌ ବିଷୟରେ ଜାଣନ୍ତୁ । ଏହା ସମସ୍ତ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ । ଏଭଳି ଏକ ପ୍ଲାନ୍‌ ହେଉଛି ୨୨୯ ଟଙ୍କା ପ୍ରିପେଡ୍‌ ପ୍ଲାନ୍‌। ଜାଣନ୍ତୁ.. ଇତିହାସରେ ପ୍ରଥମ! ସାପ ଓ ମୂଷାର ଏହି ଭିଡିଓ କରିବ ଆଶ୍ଚର୍ଯ୍ୟ.. ସାଧାରଣତଃ … Continue reading ଏହି ପ୍ଲାନରେ ବାଜି ମାରିଲା ବିଏସଏନଏଲ