ଜାରି ରହିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା – ସ୍ୱାସ୍ଥ୍ୟମନ୍ତ୍ରୀ

ଡେସ୍କ: ରାଜ୍ୟରେ ନୂଆ ସରକାର ଗଠନ ହେବା ଦିନ ଠାରୁ ଲୋକମାନଙ୍କ ମନରେ ଗୋଟିଏ ପ୍ରଶ୍ନ, କଣ ହେବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଭବିଷ୍ୟତ। ରାଜ୍ୟରେ ନୂଆ ବିଜେପି ସରକାର ଶପଥ ଗ୍ରହଣ କରିବାର ୨ ଦିନ ପୂର୍ବରୁ ଏ ନେଇ ଦ୍ୱନ୍ଦ୍ୱ ଦେଖାଦେଇଥିଲା। ସେ ସମୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏ ନେଇ ସ୍ପଷ୍ଟ କହିଥିଲେ ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସକ୍ରିୟ ଅଛି ଏବଂ ନିୟମ ମୁତାବକ ସମସ୍ତ … Continue reading ଜାରି ରହିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା – ସ୍ୱାସ୍ଥ୍ୟମନ୍ତ୍ରୀ