ବ୍ରିଜଷ୍ଟୋନ୍ ଆଣିଲା ଏମିତି ଟାୟାର, ବଢାଇବ ମାଇଲେଜ୍

ନୂଆଦିଲ୍ଲୀ : ବ୍ରିଜଷ୍ଟୋନ୍ ଇଣ୍ଡିଆ ଭାରତୀୟ ଗାଡି ବଜାରକୁ ଏକ ନୂଆ ଉତ୍ପାଦ ନେଇଆସିଛି । କମ୍ପାନୀ ଯାତ୍ରୀବାହୀ କାର୍ ପାଇଁ ବ୍ରିଜଷ୍ଟୋନ୍ TURANZA 6i ଟାୟାରର ବଜାର ପ୍ରବେଶ କରାଇଛି । ଏହି ଟାୟାରକୁ ବିଶେଷ ରୂପେ ଭାରତୀୟ ସଡକ ପାଇଁ ପ୍ରସ୍ତୁତ କରାଯାଇଛି । ଏହା ଉତ୍ତମ ଇନ୍ଧନ ଦକ୍ଷତା ଏବଂ ରାସ୍ତାରେ ଚାଲିବାବେଳେ ଦୃଢ ଭାବେ ଧରିରଖିବାରେ ସାହାଯ୍ୟ କରିବ । ଏହା ୧୪ ଇଞ୍ଚରୁ ୨୦ ଇଞ୍ଚ ପର୍ଯ୍ୟନ୍ତ ୟୁଟିନରେ ଉପଲବ୍ଧ … Continue reading ବ୍ରିଜଷ୍ଟୋନ୍ ଆଣିଲା ଏମିତି ଟାୟାର, ବଢାଇବ ମାଇଲେଜ୍