ବାହାହୋଇ ଫେରୁଥିବା କନ୍ୟାକୁ ରାସ୍ତାରେ ଅଟକାଇଲେ, ଚାଳକକୁ ପିଟିଲେ, ଆଉ କାର୍‌ ଚାବି ନେଇ..

ହମିରପୁର: ଉତ୍ତରପ୍ରଦେଶର ହମିରପୁର ଜିଲାରେ ଦିନ ଦ୍ବିପ୍ରହରରେ ଦେଖିବାକୁ ମିଳିଛି ଦୁର୍ବୃତ୍ତଙ୍କ ଆତଙ୍କରାଜ। କେତେକ ଦୁର୍ବୃତ୍ତ ନବବିବାହିତ ବର-କନ୍ୟା ଯାଉଥିବା ଏକ କାରକୁ ସ୍କୁଟିରେ ପିଛା କରିଥିଲେ। ଏହାପରେ ମଝି ରାସ୍ତାରେ ଗାଡ଼ିକୁ ଅଟକାଇ ଚାଳକଙ୍କୁ ନିର୍ଦୟ ଭାବେ ପିଟିବା ସହ କାର୍ ଚାବି ନେଇ ଫେରାର ହୋଇଗଲେ। ଫଳରେ ବର-କନ୍ୟାଙ୍କୁ ଅନ୍ୟ ଏକ କାରରେ ପଠାଯାଇଥିଲା। ଦୁର୍ବୃତ୍ତଙ୍କ ଏହି କାର୍ଯ୍ୟ ଯୋଗୁଁ ରାସ୍ତାରେ ଟ୍ରାଫିକ୍ ସମସ୍ୟା ଉପୁଜିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି କୌଣସି ପ୍ରକାରେ କାରକୁ … Continue reading ବାହାହୋଇ ଫେରୁଥିବା କନ୍ୟାକୁ ରାସ୍ତାରେ ଅଟକାଇଲେ, ଚାଳକକୁ ପିଟିଲେ, ଆଉ କାର୍‌ ଚାବି ନେଇ..