ସଂସଦ ଅଧିବେଶନ ଶେଷ, ସ୍ୱତନ୍ତ୍ର ଅଧିବେଶନ ୧୦୦%ରୁ ଅଧିକ ସଫଳ

ଡେସ୍କ: ଅଷ୍ଟାଦଶ ଲୋକସଭା ପାଇଁ ସାଧାରଣ ନିର୍ବାଚନ ପରେ ଲୋକସଭାର ପ୍ରଥମ ଅଧିବେଶନ ଜୁନ୍୨୪ରେ ଓ ରାଜ୍ୟସଭାର ୨୬୪ତମ ଅଧିବେଶନ ଜୁନ ୨୭ ତାରିଖରେ ଆରମ୍ଭ ହୋଇଥିଲା। ଗତକାଲି ଲୋକସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଥିବା ବେଳେ ଆଜି ଅର୍ଥାତ୍ ଜୁଲାଇ ୩ରେ ରାଜ୍ୟସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଛି। ମହାକାଶରୁ ଠିକ୍ ସମୟରେ ନ ଫେରିଲେ ଏହି ରୋଗର ଶିକାର ହୋଇପାରନ୍ତି ସୁନୀତା ଆଜି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସଂସଦୀୟ … Continue reading ସଂସଦ ଅଧିବେଶନ ଶେଷ, ସ୍ୱତନ୍ତ୍ର ଅଧିବେଶନ ୧୦୦%ରୁ ଅଧିକ ସଫଳ