ଜମିରୁ ମୃତଦେହ ଉଦ୍ଧାର, ଅଂଶୁଘାତ ମୃତ୍ୟୁ ଅଭିଯୋଗ

ବୋଲଗଡ: ବୋଲଗଡ ଥାନା କଳାଙ୍ଗ ପୋଡାସାହିର ଜଣେ ଚାଷୀଙ୍କ ମୃତଦେହ କଳାଙ୍ଗ ଗହିର ଜମିରୁ ଉଦ୍ଧାର ହୋଇଛି। ସୂଚନା ଅନୁସାରେ ମୃତ ଚାଷୀ ମାଗୁଣୀ ବେହେରା (୬୫) ନିଜ ଚାଷ ଜମିକୁ ସକାଳ ସମୟରେ ଧାନ ବୁଣିବାକୁ ଯାଇଥିଲେ। ଦିନ ୧୨ ପରେ ନଫେରିବାରୁ ପରିବାର ଲୋକ ବ୍ୟସ୍ତ ହେଉଥିବା ସମୟରେ ସେ ଗ୍ରାମର ଜଣେ ଗାଈ ଜଗୁଆଳ ମାଗୁଣୀ ଜମିରେ ପଡ଼ିଥିବା ଗାଁ ଲୋକଙ୍କୁ ଖବର ଦେବା ପରେ ଜମିରୁ ମୃତଦେହ ଉଦ୍ଧାର ହୋଇଛି। ଏହା … Continue reading ଜମିରୁ ମୃତଦେହ ଉଦ୍ଧାର, ଅଂଶୁଘାତ ମୃତ୍ୟୁ ଅଭିଯୋଗ