ରାଷ୍ଟ୍ରପତିଙ୍କ ଉପରେ ‘କଳା ଯାଦୁ’ ପ୍ରୟୋଗ କରି ୨ ମନ୍ତ୍ରୀ ଗିରଫ

ସମାଜ ଡିଜିଟାଲ ଡେସ୍କ: ମାଳଦୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କ ଉପରେ କଳା ଯାଦୁ (ବ୍ଲାକ ମ୍ୟାଜିକ) ପ୍ରୟୋଗ କରି ଗିରଫ ହୋଇଛନ୍ତି ୨ ମନ୍ତ୍ରୀ। ଏହି ଦୁଇ ମନ୍ତ୍ରୀ ହେଲେ ଶମନାଜ ସଲିମ ଏବଂ ତାଙ୍କ ପୂର୍ବତନ ସ୍ଵାମୀ ଆଡାମ ରମିଜ। ଶମନାଜ ପରିବେଶ ରାଷ୍ଟ୍ରମନ୍ତ୍ରୀ ଥିଲେ। ଘଟଣା ସାମ୍ନାକୁ ଆସିବା ପରେ ତାଙ୍କୁ ନିଲମ୍ବିତ କରାଯାଇଛି। ସେହିପରି ରମିଜ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ ବୋଲିସ ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରୁ ସୂଚନା ମିଳିଛି। … Continue reading ରାଷ୍ଟ୍ରପତିଙ୍କ ଉପରେ ‘କଳା ଯାଦୁ’ ପ୍ରୟୋଗ କରି ୨ ମନ୍ତ୍ରୀ ଗିରଫ