ବିଜେପିର ସଂକଳ୍ପ ପତ୍ର ଉନ୍ମୋଚିତ: ଏହା ହେଉଛି ବିକଶିତ ଭାରତର ସଂକଳ୍ପ ଦସ୍ତାବିଜ – ମୋଦୀ

ଡେସ୍କ: ବିଜେପିର ସଂକଳ୍ପ ପତ୍ର ଉନ୍ମୋଚନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଆଜି ଅତ୍ୟନ୍ତ ଶୁଭ ଦିନ। ଆଜି ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ। ଏହା ହେଉଛି ବିକଶିତ ଭାରତର ସଂକଳ୍ପ ଦସ୍ତାବିଜ, ଯାହା ପ୍ରକାଶ ପାଇଛି। ଏହି ସଂକଳ୍ପ ଦସ୍ତାବିଜ ବିକଶିତ ଭାରତର ଚାରୋଟି ସ୍ତମ୍ଭ ଉପରେ ଆଧାରିତ ଯେଉଁଥିରେ ଯୁବ, କୃଷକ, ଗରିବ ଏବଂ ମହିଳା ଅନ୍ତର୍ଭୁକ୍ତ। କେମିତି କଟିବ ଏ ସପ୍ତାହ, କଣ ରହିଛି ଆପଣଙ୍କ ଭାଗ୍ୟଫଳ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ … Continue reading ବିଜେପିର ସଂକଳ୍ପ ପତ୍ର ଉନ୍ମୋଚିତ: ଏହା ହେଉଛି ବିକଶିତ ଭାରତର ସଂକଳ୍ପ ଦସ୍ତାବିଜ – ମୋଦୀ