ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି – ନାଗପୁରରୁ ନୀତିନ ଗଡକରୀ ଓ କର୍ନାଲରୁ ଲଢିବେ ଖଟ୍ଟର

ଡେସ୍କ: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ନିଜର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କରିଛି। ୭୨ ଜଣ ପ୍ରାର୍ଥୀ ତାଲିକାରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ମଧ୍ୟ ସ୍ଥାନ ଦିଆଯାଇଛି। ଖଟ୍ଟର କର୍ନାଲ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ। ଏହାବ୍ୟତୀତ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଲୋକସଭା ଆସନର ନାମ ମଧ୍ୟ ଏହି ତାଲିକାରେ ରହିଛି। ଅନୀଲ ବାଲୁନି ଗଡ଼ୱାଲରୁ ନିର୍ବାଚନ ମଇଦାନକୁ ଓହ୍ଲାଇବେ। ହମିରପୁରରୁ ଅନୁରାଗ ଠାକୁରଙ୍କୁ ସୁଯୋଗ ଦିଆଯାଇଛି। … Continue reading ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି – ନାଗପୁରରୁ ନୀତିନ ଗଡକରୀ ଓ କର୍ନାଲରୁ ଲଢିବେ ଖଟ୍ଟର