ବିଜେପି ସାଂସଦ ରୀତା ବହୁଗୁଣାଙ୍କୁ ୬ ମାସ ଜେଲଦଣ୍ଡ

ଲକ୍ଷ୍ନୌ: ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିଥିବା ଅଭିଯୋଗରେ ଉତ୍ତର ପ୍ରଦେଶର ଏକ ଅଦାଲତ ଶୁକ୍ରବାର ବରିଷ୍ଠ ବିଜେପି ସାଂସଦ ରୀତା ବହୁଗୁଣା ଯୋଶୀଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ୬ ମାସ ଜେଲ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଥି ସହିତ ରୀତାଙ୍କ ଉପରେ ୧୧୦୦ ଟଙ୍କାର ଜୋରିମାନା ମଧ୍ୟ ଲାଗୁ କରିଛନ୍ତି। ୨୦୧୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ ପ୍ରଚାର ସମୟ ସୀମା ଶେଷ ହୋଇଥିବା ସତ୍ତ୍ବେ ରୀତା ଏକ ସଭାକୁ ସମ୍ବୋଧିତ କରିଥିବାରୁ ତାଙ୍କ … Continue reading ବିଜେପି ସାଂସଦ ରୀତା ବହୁଗୁଣାଙ୍କୁ ୬ ମାସ ଜେଲଦଣ୍ଡ