‘୪ ସ୍ତ୍ରୀ ଏବଂ ୩୬ ସନ୍ତାନ’ ବିକାଶର ପରିପନ୍ଥୀ; ଏଭଳି ମନ୍ତବ୍ୟ ଦେଇ ବିବାଦରେ ବିଜେପି ବିଧାୟକ

ସମାଜ ଡିଜିଟାଲ ଡେସ୍କ: ରାଜସ୍ଥାନ ବିଜେପି ବିଧାୟକ ବାଲମୁକୁନ୍ଦ ଆଚାର୍ଯ୍ୟ ମୁସଲିମ ବିରୋଧୀ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଛନ୍ତି। କୌଣସି ସମ୍ପ୍ରଦାୟର ନାଁ ନ ନେଇ ବିଧାୟକ କହିଛନ୍ତି, ‘୪ ବେଗମ ଏବଂ ୩୬ ସନ୍ତାନ’ ଭୁଲ। ଦେଶ ପାଇଁ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଆବଶ୍ୟକ। ବିଧାୟକ ଏକ ଭିଡିଓ ଜରିଆରେ କହିଛନ୍ତି ଯେ, ଦେଶରେ ଜନସଂଖ୍ୟା ବୃଦ୍ଧି ଏକ ବଡ଼ ସମସ୍ୟା। ଏକ ନିର୍ଦିଷ୍ଟ ସମ୍ପ୍ରଦାୟ ରହିଛି, ଯେଉଁମାନଙ୍କର ‘୪ ସ୍ତ୍ରୀ ଏବଂ ୩୬ … Continue reading ‘୪ ସ୍ତ୍ରୀ ଏବଂ ୩୬ ସନ୍ତାନ’ ବିକାଶର ପରିପନ୍ଥୀ; ଏଭଳି ମନ୍ତବ୍ୟ ଦେଇ ବିବାଦରେ ବିଜେପି ବିଧାୟକ