ବିଜେପିର ସଂକଳ୍ପ ପତ୍ର ଜାରି – ବିକାଶର ପରିଭାଷା ବଖାଣିଲେ ରାଜନାଥ ଓ ନଡ୍ଡା

ଡେସ୍କ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ଯେ ଆଜି ଭାରତ ରତ୍ନ ଡକ୍ଟର ବିଆର ଆମ୍ବେଦକରଙ୍କ ଜୟନ୍ତୀ। ଆମେ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛୁ। ଆମେ ସମସ୍ତେ ଜାଣୁ ଯେ ସେ ସାମାଜିକ ନ୍ୟାୟ ପାଇଁ ଲଢ଼ିଥିଲେ। ତାଙ୍କ ମାର୍ଗଅନୁସରଣ କରି ବିଜେପି ସର୍ବଦା ସାମାଜିକ ନ୍ୟାୟ ପାଇଁ ଲଢ଼େଇ କରିଆସିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ଯେ ବିଜେପି ଏବଂ ପ୍ରାରମ୍ଭିକ ଜନସଂଘ ଯୁଗରୁ ଏକ ଆଦର୍ଶଗତ ଦଳ ହୋଇଥିବାରୁ ଆମେ … Continue reading ବିଜେପିର ସଂକଳ୍ପ ପତ୍ର ଜାରି – ବିକାଶର ପରିଭାଷା ବଖାଣିଲେ ରାଜନାଥ ଓ ନଡ୍ଡା