ଧରାପଡିଲା ବିଜେପିର ମିଛ ଭିଡିଓ ପ୍ରସଙ୍ଗ – ବିଜେଡି

ଶସ୍ତା ଲୋକପ୍ରିୟତା ପାଇଁ ଏଡ଼ିଟେଡ଼ ଭିଡିଓ ପ୍ରସାର କରୁଛି ବିଜେପି – ବିଜେଡି ଡେସ୍କ: ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ବିଜେପି ମିଥ୍ୟା ତଥ୍ୟ ପ୍ରସାର କରୁଥିବା ବିଜେଡି କହିଛି। ବିଜେପି ନିଜ ମିଡ଼ିଆ ସେଲ ଦ୍ୱାରା ଜାତୀୟ ସ୍ଥରରେ ଲୋକମାନଙ୍କୁ ସାମାଜିକ ଗଣମାଧ୍ୟମରେ ମିଛ ଭିଡିଓ ଓ ଏଡ଼ିଟେଡ଼ ଭିଡିଓ ଜରିଆରେ ବିଭ୍ରାନ୍ତିକର ସୂଚନା ଦେଇ ଭୋଟ ହାତେଇବା ପାଇଁ ପ୍ରୟାସ କରୁଥିବା ବିଜେଡି ମୁଖପାତ୍ର କହିଛନ୍ତି। ମୋଦୀ ନୁହଁନ୍ତି ଭଲ ବନ୍ଧୁ – … Continue reading ଧରାପଡିଲା ବିଜେପିର ମିଛ ଭିଡିଓ ପ୍ରସଙ୍ଗ – ବିଜେଡି