ବିଜେଡିର ଟାର୍ଗେଟ – ନୂଆ ମୁହଁ, ବଦଳ ଆସନ

ଡେସ୍କ: ଲୋକସଭା ନିର୍ବାଚନ ୨୦୨୪ ଓ ରାଜ୍ୟ ବିଧାନସଭା ନିର୍ବାଚନ ନିମନ୍ତେ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଏଥିରେ ରାଜ୍ୟ ବିଧାନସଭା ନିର୍ବାଚନ ନିମନ୍ତେ ୭୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଲୋକସଭା ନିମନ୍ତେ ଦଳ ୯ ଜଣଙ୍କ ନାମ ଘୋଷଣା କରିଛି। ହିନ୍ଦୁ ନବବର୍ଷ ; ମଙ୍ଗଳ ରାଜା,ଶନି ମହାମନ୍ତ୍ରୀ, ଦେଶରେ ପଡିକ କି ପ୍ରଭାବ.. ଘୋଷଣା କରାଯାଇଥିବା ପ୍ରାର୍ଥୀ ତାଲିକାରେ ପୁରୁଣା ସ୍ଥାନରେ … Continue reading ବିଜେଡିର ଟାର୍ଗେଟ – ନୂଆ ମୁହଁ, ବଦଳ ଆସନ