ଆମେ ଏକାଠି ଲଢ଼ିବୁ! – ଅମିତ ଶାହ

ଡେସ୍କ: ଓଡ଼ିଶାରେ ବିଜେଡି ଓ ବିଜେପି ଏକାକୀ ନିର୍ବାଚନ ଲଢ଼ିବେ କି ମେଣ୍ଟ ହେବ, ସେ ନେଇ ଗତ ୨ ମାସ ହେବ ଆଲୋଚନା ପର୍ଯ୍ୟାଲୋଚନା ଲାଗି ରହିଥିବା ବେଳେ, ଆଜି ବିଜେପିର ବରିଷ୍ଠ ନେତା ତଥା ଗୃହ ମନ୍ତ୍ରୀ ଅମିତ ଶାହ ମେଣ୍ଟ ଗଠନ ହେବା ନେଇ ବଡ ବୟାନ ଦେଇଛନ୍ତି। ଆଜି ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ଶାହ କହିଛନ୍ତି ଯେ ମେଣ୍ଟକୁ ନେଇ କିଛି ବି ହୋଇପାରେ। ବିଜେଡି ସହ … Continue reading ଆମେ ଏକାଠି ଲଢ଼ିବୁ! – ଅମିତ ଶାହ