ନକଲି ଚାଲାଣ ରୋକିବାକୁ ଲାଗୁ ହେବ ବାୟୋମେଟ୍ରିକ୍ ଆଧାରିତ ଆଧାର ପ୍ରମାଣୀକରଣ ବ୍ୟବସ୍ଥା

ଡେସ୍କ: ସମସ୍ତ ଇସ୍ପାତ, ଲୁହା ଓ ଆଲୁମିନିୟମ ତିଆରି ଦୁଗ୍ଧ କ୍ୟାନ୍ ଉପରେ ୧୨ ପ୍ରତିଶତ ସାମଗ୍ରୀ ଓ ସେବା କର – ଜିଏସଟି ଲାଗୁ କରିବାକୁ ଜିଏସଟି ପରିଷଦ ସୁପାରିସ କରିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ୫୩ତମ ଜିଏସଟି ପରିଷଦ ବୈଠକ ପରେ ଗଣମାଧ୍ୟମକୁ କହିଛନ୍ତି ଯେ ପ୍ଲାଟଫର୍ମ ଟିକେଟ ବିକ୍ରି, ରିଟାୟରିଂ ରୁମ୍ ଏବଂ ୱେଟିଂ ରୁମର ସୁବିଧା ଏବଂ ବ୍ୟାଟେରୀ ଚାଳିତ କାର ସେବା ସମେତ ସାଧାରଣ ଲୋକଙ୍କୁ … Continue reading ନକଲି ଚାଲାଣ ରୋକିବାକୁ ଲାଗୁ ହେବ ବାୟୋମେଟ୍ରିକ୍ ଆଧାରିତ ଆଧାର ପ୍ରମାଣୀକରଣ ବ୍ୟବସ୍ଥା