ବିଲକିସ୍ ବାନୋ ମାମଲା – ଆତ୍ମସମର୍ପଣ କରିବାକୁ ଅଧିକ ସମୟ ମାଗିଲେ ୩ ଦୋଷୀ
ଡେସ୍କ: ୨୦୦୨ ଗୁଜୁରାଟ ଦଙ୍ଗା ସମୟରେ ବିଲକିସ୍ ବାନୋଙ୍କ ସହ ଗଣଦୁଷ୍କର୍ମ ଏବଂ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା ମାମଲାରେ ତିନି ଜଣ ଦୋଷୀ ଆଜି (ଗୁରୁବାର) ସୁପ୍ରିମକୋର୍ଟରେ ଆତ୍ମସମର୍ପଣ ପାଇଁ ସମୟ ବୃଦ୍ଧି କରିବାକୁ ଆବେଦନ କରିଛନ୍ତି। କେନ୍ଦ୍ରୀୟ ଯୋଜନାର ପ୍ରଭାବ ଦେଖିବେ ମେଘାଳୟର ୧୦ ସାମ୍ବାଦିକ ଜାନୁଆରୀ ୮ରେ ଗୁଜୁରାଟ ସରକାର ଏହି ମାମଲାରେ ୧୧ ଜଣ ଦୋଷୀଙ୍କୁ କ୍ଷମା ଦେବା ନିଷ୍ପତ୍ତିକୁ ଖଣ୍ଡନ କରି ସୁପ୍ରିମକୋର୍ଟ କହିଥିଲେ ଯେ ଗୁଜୁରାଟ ସରକାରଙ୍କ … Continue reading ବିଲକିସ୍ ବାନୋ ମାମଲା – ଆତ୍ମସମର୍ପଣ କରିବାକୁ ଅଧିକ ସମୟ ମାଗିଲେ ୩ ଦୋଷୀ
Copy and paste this URL into your WordPress site to embed
Copy and paste this code into your site to embed