ମୋଟର ସାଇକେଲରୁ ବାହାରୁଛି ଟଙ୍କା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ସହରରେ ଆଜି କାଲି ବ୍ୟାଙ୍କ ବା ଏଟିଏମ୍ ଏକ ସାଧାରଣ କଥା । କିନ୍ତୁ ଏବେବି ଏମିତି ଅନେକ ଗାଁ ଅଛି ଯେଉଁଠି ଏଟିଏମ୍ ନାହିଁ । ଗାଁ ଲୋକେ ଏହି ସୁବିଧା ସହଜରେ ପାଇପାରୁନାହାଁନ୍ତି । ପଇସା ଜମା ପାଇଁ ହେଉ ବା ଉଠାଇବା ପାଇଁ, ଲୋକଙ୍କୁ ଅନେକ ବାଟ ଅତିକ୍ରମ କରିବାକୁ ପଡୁଛି । ଏହା ମଧ୍ୟରେ ଜଣେ ଯୁବକଙ୍କ ଏଟିଏମ୍ ମେସିନ ଯୋଗାଡର ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି … Continue reading ମୋଟର ସାଇକେଲରୁ ବାହାରୁଛି ଟଙ୍କା, ଭିଡିଓ ଭାଇରାଲ