୨୧ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କଲେ ନୀତୀଶ କୁମାର

ଡେସ୍କ: ବିହାରରେ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ସରକାର ୨୧ ଜଣ ନୂଆ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରିଛନ୍ତି। ସାଧାରଣ ପ୍ରଶାସନ, ଗୃହ, କ୍ୟାବିନେଟ୍ ସଚିବାଳୟ, ଭିଜିଲାନ୍ସ ଓ ନିର୍ବାଚନ ବିଭାଗକୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜ ପାଖରେ ରଖିଛନ୍ତି। ଜେଡିୟୁର ଅଧିକାଂଶ ମନ୍ତ୍ରୀଙ୍କ ବିଭାଗରେ କୌଣସି ଅଦଳବଦଳ ହୋଇନାହିଁ। କୋଲକାତାରେ ସିବିଆଇ, ସନ୍ଦେଶଖାଲି ଘଟଣାରେ କରିବ ପଚରାଉଚୁରା ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ରେଣୁ ଦେବୀଙ୍କୁ ମତ୍ସ୍ୟ ଓ ପଶୁପାଳନ ଏବଂ ମଙ୍ଗଳ ପାଣ୍ଡେଙ୍କୁ … Continue reading ୨୧ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କଲେ ନୀତୀଶ କୁମାର