ଆସିଗଲା ‘ବିଗ୍‌ ବସ୍‌ ୧୮’ର ନୂଆ ପ୍ରୋମୋ, ସଲ୍‌ମାନ୍‌ କହିଲେ ଏମିତି..

ନୂଆଦିଲ୍ଲୀ : ବିଗ୍‌ ବସ୍‌କୁ ନେଇ ଆସିଲା ଖୁସି ଖବର । ଟିଭିର ସବୁଠାରୁ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍‌ ବସ୍‌ ୧୮’ତମ ସିଜନ୍ ଆରମ୍ଭ ହେବାକୁ ଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ପ୍ରତିଯୋଗୀ ଏବଂ ଥିମ୍ ସମ୍ବନ୍ଧୀୟ ଖବର ଆସୁଥିଲା । କିନ୍ତୁ ବର୍ତ୍ତମାନ ସଲମାନ ଖାନଙ୍କ ପ୍ରୋମୋ ପ୍ରିମିୟରର ତାରିଖ ଏବଂ ସମୟ ମଧ୍ୟ ପ୍ରକାଶ କରିଛି। ଶୋ’ର ନିର୍ମାତାମାନେ ଶୋ’ର ସର୍ବଶେଷ ପ୍ରୋମୋକୁ କଲର୍ସ ଟିଭିର ସୋସିଆଲ ମିଡିଆରେ ସେୟାର କରିଥିଲେ, … Continue reading ଆସିଗଲା ‘ବିଗ୍‌ ବସ୍‌ ୧୮’ର ନୂଆ ପ୍ରୋମୋ, ସଲ୍‌ମାନ୍‌ କହିଲେ ଏମିତି..