ଲୋକସଭା ନିର୍ବାଚନ ପୂର୍ବରୁ ଆଇଏନ୍‌ଡିଆଇଏ ମେଣ୍ଟକୁ ବଡ ଝଟକା- ହାତ ଛାଡି ଦେଲା ଏହି ଦଳ

ନୂଆଦିଲ୍ଲୀ- ଏନ୍‌ଡିଏ ସରକାରଙ୍କ ବିରୋଧରେ ବିରୋଧିମାନେ ମିଳିତ ଭାବେ ନିର୍ବାଚନ ଲଢିବା ପାଇଁ ଆଇଏନ୍‌ଡିଆଇଏ ମେଣ୍ଟ ଗଠନ କରିଥିଲେ । ମାତ୍ର ଦିନକୁ ଦିନ ଗୋଟିଏ ପରେ ଗୋଟି ଦଳ ମେଣ୍ଟରୁ ଓହରିବାରେ ଲାଗିଛନ୍ତି । ବିହାରରେ ନୀତିଶ କୁମାର ପୁଣି ଏନ୍‌ଡିଏର ହାତ ଥାପୁଡାଇଥିବା ବେଳେ ମମତା ମେଣ୍ଟରୁ ଓହରି ଏକାକି ନିର୍ବାଚନ ଲଢିବେ ବୋଲି କହିଛନ୍ତି । ଏବେ ଆମ୍‌ ଆଦମୀ ଦଳର ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ୍‌ ତାଙ୍କ ଦଳ ଏକାକୀ ପଞ୍ଜାବର ସମସ୍ତ … Continue reading ଲୋକସଭା ନିର୍ବାଚନ ପୂର୍ବରୁ ଆଇଏନ୍‌ଡିଆଇଏ ମେଣ୍ଟକୁ ବଡ ଝଟକା- ହାତ ଛାଡି ଦେଲା ଏହି ଦଳ