ଆଜି ଭୁବନେଶ୍ଵର ପାଳୁଛି ୭୬ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ଵର: ଆଜି ଭୁବନେଶ୍ଵର ଜନ୍ମଦିନ ଅର୍ଥାତ୍ ଭୁବନେଶ୍ଵର ପାଳୁଛି ୭୬ତମ ପ୍ରତିଷ୍ଠା ଦିବସ। ୧୩ ଏପ୍ରିଲ ୧୯୪୮ ମସିହାରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ନୂଆ ରାଜଧାନୀ ନିର୍ମାଣ ପାଇଁ ଶିଳାନ୍ୟାସ ଦେଇଥିଲେ। ଦେଶର ପ୍ରଥମ ୪ଯି ଯୋଜନାବଦ୍ଧ ସହର ଭିତରେ ଭୁବନେଶ୍ଵର ଥିଲା ଅନ୍ୟତମ । ସେତେବେଳେ ୪୦ ହଜାର ଲୋକଙ୍କ ପାଇଁ ନିର୍ମାଣ ହୋଇଥିବା ସହର ଆଜି ୧୨ ଲକ୍ଷ ଜନସଂଖ୍ୟାକୁ ନେଇ କାୟାବିସ୍ତାର କଲାଣି। ରାଜଧାନୀ ର ପ୍ରତିଷ୍ଠା ଉତ୍ସବ ପାଇଁ … Continue reading ଆଜି ଭୁବନେଶ୍ଵର ପାଳୁଛି ୭୬ତମ ପ୍ରତିଷ୍ଠା ଦିବସ