ଲାଞ୍ଚୁଆ ଆଇଆଇସିକୁ ଭରତପୁର ଥାନା, କିଏ ଦେଇଥିଲା ନିଯୁକ୍ତି?

ଡେସ୍କ: ଭରତପୁର ଘଟଣାରେ ଅଙ୍କିତାଙ୍କୁ ଯୌନ ନିର୍ଯାତନା ଦେଇଥିବା ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ କଳା କାରନାମା କିଛି ନୂଆ ନୁହେଁ। ବଡବଡିଆଙ୍କ ଛାତ୍ରଛାୟାରେ ରହି କାହାକୁ ମାନୁ ନ ଥିଲେ ଆଇଆଇସି ଦୀନକୃଷ୍ଣ ମିଶ୍ର। ୨୦୨୨ ମସିହା ନଭେମ୍ବର ମାସରେ କଟକ ଐତିହାସିକ ବାଲିଯାତ୍ରା ସମୟରେ କଟକ କ୍ୟାଣ୍ଟନମେଣ୍ଟ ଥାନାଧିକାରୀ ଭାବେ କାର୍ଯ୍ୟରତ ଥିବା ବେଳେ ପାର୍କିଙ୍ଗ ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସସପେଣ୍ଡ ହୋଇଥିଲେ। ତାଙ୍କୁ ସେତେବେଳେ କଟକ ଡିସିପି କାର୍ଯ୍ୟାଳୟକୁ … Continue reading ଲାଞ୍ଚୁଆ ଆଇଆଇସିକୁ ଭରତପୁର ଥାନା, କିଏ ଦେଇଥିଲା ନିଯୁକ୍ତି?