ଭାରସାମ୍ୟ ହରାଇ ଓଲଟିଲା କାର, ୨ ମୃତ

ଭଞ୍ଜନଗର: ଗଞ୍ଜାମ ଜିଲା ମୁଜାଗଡ଼ ନିକଟରେ ଦୁର୍ଘଟଣା। ଏହି ଦୁର୍ଘଟଣା ନେଇଛି ୨ ଜୀବନ। ଭଞ୍ଜନଗର ଅନ୍ତର୍ଗତ ମୁଜାଗଡ଼ ନିକଟରେ ଫୁଲବାଣୀରୁ ଆସୁଥିବା ଏକ କାର  ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ କାରରେ ଚାପି ହୋଇ ଜଣଙ୍କ ମୃତ୍ୟୁ ହୋଇଥିଲା। ସଂକଟାପନ୍ନ ଅବସ୍ଥାରେ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଭଞ୍ଜନଗର ଡାକ୍ତରଖାନାକୁ ନେଇଥିଲେ। ସେଠା​‌ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅପରପକ୍ଷରେ ଏହି କାର ଦୁର୍ଘଟଣାରେ ୨ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ … Continue reading ଭାରସାମ୍ୟ ହରାଇ ଓଲଟିଲା କାର, ୨ ମୃତ