୧୭ ଚୋରି ବାଇକ ଓ ୩୦ ସାଇକେଲ ଜବତ ; ୨ ଗିରଫ

ବ୍ରହ୍ମପୁର : ବୈଦ୍ୟନାଥପୁର ଥାନା ପୁଲିସ ୨ ଜଣିଆ ଚୋର ଗ୍ୟାଙ୍ଗକୁ ଗିରଫ କରିଛି। ସେମାନଙ୍କ ନିକଟରୁ ପୁଲିସ ୧୭ଟି ଚୋରି ବାଇକ୍ ଓ ସ୍କୁଟି ସହ ୩୦ଟି ଚୋରି ସାଇକେଲ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଗୋଲାନ୍ଥରା ଥାନା ରଙ୍ଗିପୁରର ରବି ନାହକ (୧୯) ଓ ବିକାଶ ନାହକ (୧୯)। ଉଭୟ ଅଭିଯୁକ୍ତ ଅନେକ ଦିନ ଧରି ସହରର ବିଭିନ୍ନ ଛକ ସମେତ ପାର୍କିଂସ୍ଥଳ, ଏମକେସିଜି ମେଡିକାଲ ପରିସର, ଟିୟୁସନ ସମ୍ମୁଖ, ଲୋକଙ୍କ ଘର … Continue reading ୧୭ ଚୋରି ବାଇକ ଓ ୩୦ ସାଇକେଲ ଜବତ ; ୨ ଗିରଫ