ଶିକ୍ଷକଙ୍କ ମଦ କାରବାର ନିଶା, ଦ୍ବିତୀୟ ଥର ଗିରଫ
ବ୍ରହ୍ମପୁର: ଦେଶୀ ମଦ କାରବାର କରି ପୁଣି ଗିରଫ ହୋଇଛନ୍ତି କୁକୁଡାଖଣ୍ଡି ବ୍ଲକ ବଳରାମପଲ୍ଲୀର ଶିକ୍ଷକ ସୁବାଷଚନ୍ଦ୍ର ସାହୁ। ବେଆଇନ ଭାବେ ୧୦୦ ଲିଟର ଦେଶୀ ମଦ ଚାଲାଣ କରୁଥିବା ବେଳେ ଅବକାରୀ ବିଭାଗର ବ୍ରହ୍ମପୁର-୨ ଅଧିକାରୀମାନେ ତାଙ୍କୁ କାବୁ କରିଛନ୍ତି। ପୂର୍ବରୁ ମଧ୍ୟ ସେ ବେଆଇନ ଦେଶୀମଦ କାରବାର କରି ଧରା ପଡିଥିଲେ। ସୁବାଷଚନ୍ଦ୍ର ବର୍ତ୍ତମାନ ବଉଳଝୋଳି ପଞ୍ଚାୟତ ସାତପହଣ୍ଡିଆସ୍ଥିତ ଏକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ସୂଚନା ମିଳିଛି। ଦୀର୍ଘବର୍ଷ ଧରି ଦେଶୀ … Continue reading ଶିକ୍ଷକଙ୍କ ମଦ କାରବାର ନିଶା, ଦ୍ବିତୀୟ ଥର ଗିରଫ
Copy and paste this URL into your WordPress site to embed
Copy and paste this code into your site to embed