୭୦ ବର୍ଷୀୟ ବୃଦ୍ଧଙ୍କୁ କାମୁଡି କାମୁଡି ଜୀବନ ନେଲେ ବୁଲା କୁକୁର

ବେଙ୍ଗାଲୁରୁ : କର୍ଣ୍ଣାଟକର କୋଡିଗେହଲ୍ଲୀରୁ ଏକ ଭୟଭୀତ କରିବା ଭଳି ଘଟଣା ସାମ୍ନାକୁ ଆସିଛି । ରବିବାର ନିଜ ଘରେ ବାହାରେ ଭ୍ରମଣ କରୁଥିବା ସମୟରେ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ଉପରେ କିଛି ବୁଲା କୁକୁରର ଦଳ ହଠାତ୍‌ ଆକ୍ରମଣ କରିଥିଲେ । ଏହାପରେ ତାଙ୍କର ମୃତ୍ୟୁ ଘଟିଛି । ପରିବାର ଲୋକଙ୍କ କହିବାନୁସାରେ ରାତିରେ ନିଦ ନହେବାରୁ ବୃଦ୍ଧ ଜଣକ ବାହାରେ ଚଲାବୁଲା କରୁଥିଲେ । ହଠାତ୍‌ ସେହି ସମୟରେ ପ୍ରାୟ ୮ ରୁ … Continue reading ୭୦ ବର୍ଷୀୟ ବୃଦ୍ଧଙ୍କୁ କାମୁଡି କାମୁଡି ଜୀବନ ନେଲେ ବୁଲା କୁକୁର