ଘରେ ପ୍ରତିଦିନ ଜଳାନ୍ତୁ ବାସ୍ ଏହି ଗୋଟିଏ ଜିନିଷ ; ତା’ପରେ ଦେଖନ୍ତୁ ଚମତ୍କାର..

ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଆର୍ଥିକ ସମସ୍ୟା ଲାଗି ରହୁଥିଲେ, କିଛି ସରଳ ଉପାୟ ଆପଣାଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ। ଏହି ଉପାୟ ଆପଣାଇବା ଦ୍ୱାରା ଘରେ କେବଳ ଆର୍ଥିକ ସମସ୍ୟା ଦୂର ହୁଏ ତାହା ନୁହେଁ ବରଂ ଘରେ ସର୍ବଦା ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ। ବାସ୍ତୁ ଅନୁଯାୟୀ, ଘରେ ହସଖୁସି ଓ ସୁଖସମୃଦ୍ଧି ପାଇଁ ନିୟମିତ କର୍ପୂର ଜଳାନ୍ତୁ। ପ୍ରତିଦିନ ସକାଳେ ଶେଯ ତ୍ୟାଗ କରି ସ୍ନାନ କରିବା ପରେ ପୂଜା ସମୟରେ … Continue reading ଘରେ ପ୍ରତିଦିନ ଜଳାନ୍ତୁ ବାସ୍ ଏହି ଗୋଟିଏ ଜିନିଷ ; ତା’ପରେ ଦେଖନ୍ତୁ ଚମତ୍କାର..